ପ୍ରିୟ କୃଷକ ଭାଇ ଓ ଭଉଣୀ ମାନେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୁଆଦିଲ୍ଲୀର କିସାନ ସାରଥି ଆପ୍ ଡାଉନଲୋଡ କରନ୍ତୁ https://play.google.com/store/apps/details?id=com.kisansarthi.farmer ପଞ୍ଜିକରଣ କରନ୍ତୁ ଶିଖିବା ପାଇଁ ଦେଖନ୍ତୁ???? https://youtube.com/shorts/DwEa9Dlov7o?si=lfkr0SMRQC8xm-t3 ମତାମତ ଦିଅନ୍ତୁ ଶିଖିବା ପାଇଁ ଦେଖନ୍ତୁ???? https://www.youtube.com/shorts/37JqBTs9O5g ମତାମତ ଦେବା ସମୟ ତାରିଖ ୧୫.୦୭.୨୦୨୬,  ୧୨.୩0 ରୁ ୩.୦୦ ଅପରାହ୍ନ

ଅଧିକ ଜାଣିବା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ ଧନ୍ୟବାଦ